ଦେଶ- ବିଦେଶ ୧୦ କୋଟି ଟଙ୍କା ମୂଲ୍ୟର ତିମି ବାନ୍ତି ଜବତ, ୪ ଗିରଫ Sep 8, 2022 ଲକ୍ଷ୍ନୌ : ବିଦେଶରେ କୋଟି କୋଟି ଟଙ୍କାରେ ବିକ୍ରି ହେଉଥିବା ଅମ୍ବର ବା ତିମି ବାନ୍ତି ଚୋରା ଚାଲଣର ଏକ ବଡ଼ ଗ୍ୟାଙ୍ଗ୍ ଧରାପଡ଼ିଛି । ଏନେଇ ଉତ୍ତର ପ୍ରଦେଶ ପୋଲିସ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି । ଗ୍ୟାଙ୍ଗ୍ର ୪ ଜଣ…