ଦେଶ- ବିଦେଶ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ Oct 10, 2022 ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ । ଆଜି ସକାଳ ୮.୨୨ ରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ…
ଦେଶ- ବିଦେଶ ଆରମ୍ଭ ହେଲା ୟୁପି ନିର୍ବାଚନ: କଡ଼ା ସୁରକ୍ଷାରେ ଭୋଟର ଦେଉଛନ୍ତି ଭୋଟ୍ Feb 10, 2022 ଲକ୍ଷ୍ନୌ: ଫେବୃଆରୀ ୧୦: ଉତ୍ତରପ୍ରଦେଶରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଏଥିପାଇଁ ରାଜ୍ୟ ପ୍ରଶାସନ ପୂର୍ବରୁ ହିଁ କଡ଼ା ସୁରକ୍ଷାର ବ୍ୟବସ୍ଥା…
ଦେଶ- ବିଦେଶ ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍ Feb 7, 2022 ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ…
ଅପରାଧ ଲଖିମପୁର ଖେରି ହିଂସ। ମ।ମଲ।ରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ୍ Jan 3, 2022 ଉତ୍ତରପ୍ରଦେଶ: ଜାନୁଆରୀ ୦୧: ଉତ୍ତରପ୍ରଦେଶ ପୁଲିସ ଲଖିମପୁର ଖେରି ହିଂସ। ମ।ମଲ।ରେ ୫୦୦୦ ପୃଷ୍ଠ।ର ଚ।ର୍ଜସିଟ୍ ଦ।ଖଲ କରିଛି। ଏହି ମ।ମଲ।ରେ ପୁଲିସ ଗୃହ ର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତେନିଙ୍କ ପୁତ୍ର ଆଶିଷଙ୍କୁ ମୁଖ୍ୟ…
ଦେଶ- ବିଦେଶ କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଉଦଘ।ଟନ କରିବେ ମେ।ଦୀ Dec 13, 2021 କ।ଶୀ: ଡିସେମ୍ବର ୧୩: କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଶୁଭ ଉଦଘ।ଟନ କରିବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ଏହ।ଦ୍ୱ।ର। ବ।ର।ଣ।ସୀରେ ପର୍ଯ୍ୟଟନର ବିକ।ଶ ଘଟିବ । ଆସନ୍ତ। ବର୍ଷ ଉତ୍ତରପ୍ରଦେଶର ସ।ଧ।ରଣ ନିର୍ବ।ଚନ…
ରାଜନୀତି ସଂସଦରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସନ୍ତୋଷ: କହିଲେ ନିଜ ଭିତରେ ପରିବର୍ତ୍ତନ ଆଣ;ୁ… Dec 7, 2021 ଦିଲ୍ଲୀ: ଡିସେମ୍ବର ୦୭: ଆଜି ବିଜେପି ସଂସଦୀୟ ଶୀତକାଳୀନ ଅଧିବେଶନର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ସାଂସଦମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ସେ ଦଳୀୟ ବୈଠକରେ ଯୋଗ ଦେଇନଥିବା ନିଜ…
ଦେଶ- ବିଦେଶ ବିକୃ ହତ୍ୟା ଘଟଣା ରେ ସହିଦ ପୋଲିସ କର୍ମଚାରୀଙ୍କ ଝିଅ ପୋଲିସ ଚାକିରି ରେ ଯୋଗ ଦେଲେ Jul 29, 2021 କାନପୁର (ଉତ୍ତରପ୍ରଦେଶ): ଜୁଲାଇ ୨୯ : ଗତ ବର୍ଷ ଜୁଲାଇରେ ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାର ସହଯୋଗୀ ମାନେ କାନପୁର ର ଚୋୖବେପୁର ଅଂଚଳ ରେ ଥିବା ବିକୃ ଗାଁ ରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ I ସେହି…