ଦେଶ- ବିଦେଶ ତେଜସ୍ ବିମାନ ଉପରେ ଆମେରିକାର ନଜର Aug 6, 2022 ଦିଲ୍ଲୀ : ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର…
ଖେଳ କୂଟନୈତିକ ବୈଠକ ଲ।ଗୁ ପ୍ରସଙ୍ଗରେ ଚୀନ୍ ର ଧମକ Dec 7, 2021 ବେଜିଂ: ଡିସେମ୍ବର ୦୭:ବେଜିଂରେ ୨୦୨୨ ଶୀତକ।ଳୀନ ଅଲିମ୍ପିକ୍ସର କୂଟନୈତିକ ବୈଠକ ଲ।ଗୁ କରିବ।ର ନିଷ୍ପତ୍ତି ନେଇ ଚୀନ୍ ବିଡେନ ପ୍ରଶ।ସନକୁ ଧମକ ଦେଇଛି। ତେବେ ଚୀନ୍ର ଏହି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ନଷ୍ଟ କରିପ।ରେ।…
ଦେଶ- ବିଦେଶ ୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ Sep 22, 2021 ଦିଲ୍ଲୀ : ସେପ୍ଟେମ୍ବର ୨୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ…