ଦ୍ରାବିଡଙ୍କୁ ବିଶ୍ରାମ, ଲକ୍ଷ୍ମଣଙ୍କୁ ଦାୟିତ୍ୱ, ଟିମ୍ ଇଣ୍ଡିଆର ନୁ୍ୟଜିଲାଣ୍ଡଗସ୍ତ
ଆଡିଲେଡ : ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଆଗାମୀ ନୁ୍ୟଜିଲାଣ୍ଡଗସ୍ତରେ ଭାରତୀୟ ଜାତୀୟ ଦଳର ମୁଖ୍ୟ କୋଚ ଭୂମିକା ନିର୍ବାହ କରିବାକୁଯାଉଛନ୍ତି । ଭାରତୀୟ ଦଳର ମୁଖ୍ୟକୋଚ୍ ରାହୁଲ…