ରାଜନୀତି ଯୋଗୀଙ୍କ ସହିତ ଲଢ଼ିବେ ଚନ୍ଦ୍ରଶେଖର ଆଜାଦ୍ Jan 20, 2022 ଲକ୍ଷ୍ନୌ: ଜାନୁଆରୀ ୨୦: ୟୁପି ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ମାହୋଲ ସେତେ ଗରମ ହେଉଛି । ୟୁପି ବିଧାନସଭା ନିର୍ବାଚନରେ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ…
ରାଜନୀତି ବିଜେପିରେ ମିଶିଲେ ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା Jan 19, 2022 ଲକ୍ଷ୍ନୌ: ଜାନୁଆରୀ ୧୯: ୟୁପି ନିର୍ବାଚନ ହେବା ପୂର୍ବରୁ ମୁଖ୍ୟ ରାଜନୈତିକ ଦଳରେ ଏକ ବଡ଼ ଧରଣ ଅଦଳବଦଳ ହୋଇଛି । ସମାଜବାଦୀ ଦଳର ଜଣେ ଲୋକପ୍ରିୟ ନେତ୍ରୀ ଶାସକ ଦଳ ବିଜେପିରେ ମିଶିଛନ୍ତି । ଫଳରେ ୟୁପି ନିର୍ବାଚନ ପୂର୍ବରୁ…
ରାଜନୀତି ଅଖିଳେଶଙ୍କ ପାଇଁ ପ୍ରଚାର ମଦାନକୁ ଓହ୍ଲାଇବେ ମମତା Jan 19, 2022 ଲକ୍ଷ୍ନୌ: ଜାନୁଆରୀ୧୮: ୟୁପି ବିଧ।ନସଭ। ନିର୍ବ।ଚନରେ ସମ।ଜବ।ଦୀ ପ।ର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଏଥର ସମ।ଜବ।ଦୀ ପ।ର୍ଟି ମୁଖ୍ୟ ଅଖିଳେଶ ଯ।ଦବଙ୍କ ପ।ଇଁ ପ୍ରଚ।ର…
ରାଜନୀତି ୩୦୦ ଯୁନିଟ୍ ବିଜୁଳି ମିଳିବ ମାଗଣା: ସମାଜବାଦୀ ପାର୍ଟି Jan 18, 2022 ଉତ୍ତରପ୍ରଦେଶ: ଜାନୁଆରୀ ୧୮: ୟୁପି ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୈତିକ ଦଳ ମଧ୍ୟରେ କସରତ ଚାଲିଲାଣି । ଭୋଟରଙ୍କୁ ଆକର୍ଷିକ କରିବା ପାଇଁ ବିଭିନ୍ନ ଦଳ ନିଜ ନିଜର ଚେଷ୍ଟା ଚଲାଉଛନ୍ତି । ଏହାରି ମଧ୍ୟରେ ସମାଜବାଦୀ ଦଳର…
ରାଜନୀତି ସମାଜବାଦୀ ଲଞ୍ଚ କଲା ଦଳୀୟ ଅତର Nov 9, 2021 ଉତ୍ତରପ୍ରଦେଶ: ନଭେମ୍ବର ୦୯: ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ସକାଶେ ଉତ୍ତର ପ୍ରଦେଶରେ ଜୋର୍ଦାର ପ୍ରଚାର କାର୍ଯ୍ୟ ଚାଲିଛି । ରାଜନୈତିକ ଦଳମାନେ ଭଳିକି ଭଳି ଶୈଳୀ ଆପଣେଇ ଭୋଟରମାନଙ୍କ ଆକୃଷ୍ଟ କରିବା ପାଇ ନିଜ ନିଜର…