ଅବଦୁଲ୍ ରେହମନ୍ ମାକିଙ୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କିରବାକୁ ମନାକରିଦେଲା ଚୀନ୍
ଜାତିସଂଘ: ଜୁନ ୧୭: ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ୍ ରେହମନ୍ ମାକିଙ୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ପ୍ରସ୍ତାବକୁ ଚୀନ୍ ଅଟକାଇ ଦେଇଛି । ଜାତିସଂଘ ନିରାପତ୍ତା…