ଉଲିବୁରୁ ଖଣି ଦୁର୍ନୀତି ମାମଲା; ଷଷ୍ଠ ଥର ଲାଗି ଦୀପକ ଗୁପ୍ତାଙ୍କ ଜାମିନ୍ ଆବେଦନ
ରିପୋର୍ଟ: ପ୍ରଫୁଲ୍ଲ ମହାନ୍ତି
କଟକ : ମେ ୨୮: କେନ୍ଦୁଝରର ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଷଷ୍ଠ ଥର ଲାଗି ହାଇକୋର୍ଟରୁ ଜାମିନ୍ ପାଇଁ ଆବେଦନ କରିଛନ୍ତି ।…