ଦେଶ- ବିଦେଶ ନିର୍ବାଚନ ଚିହ୍ନ ପକ୍ଷପାତିତା: ଇସିଙ୍କୁ ଚିଠି ଲେଖିଲେ ଉଦ୍ଧବ Oct 14, 2022 ମୁମ୍ବାଇ: ଦଳୀୟ ଚିହ୍ନକୁ ନେଇ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀରେ ଜାରି ରହିଛି ବିବାଦ । ଏହାରି ଭିତରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନେଇ ସେ ନିର୍ବାଚନ ଆୟୋଗଙ୍କୁ ଚିଠି…
ରାଜନୀତି ଉଦ୍ଧବଙ୍କ ବିଦ୍ରୋହୀ କୁହାଯାଉଥିବା ୧୨ଜଣ ସାଂସଦଙ୍କୁ ମିଳିଲା ‘ୱାଇ’ ବର୍ଗର ସୁରକ୍ଷା Jul 20, 2022 ମୁମ୍ବାଇ: ବିଧାୟକଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇପାରନ୍ତି ସାଂସଦ । ବିଧାୟକଙ୍କ ପରେ ବର୍ତ୍ତମାନ ସାଂସଦମାନେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ସାମିଲ ହେବାକୁ ଯାଉଥିବା ଚର୍ଚ୍ଚା…
ରାଜନୀତି ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଆସନ୍ତା ୨୦ରେ ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ Jul 18, 2022 ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ପର୍କରେ ଆବେଦନର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନଭି ରମଣାଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ଖଣ୍ଡପୀଠ…
ରାଜନୀତି ବିଜେପି ସହ ୨୫ ବର୍ଷର ଗଠବନ୍ଧନ ଅଯଥା ଥିଲା: ଉଦ୍ଧବ ଠାକରେ Jan 24, 2022 ମୁମ୍ବ।ଇ: ଜାନୁଆରୀ ୨୪: ମହ।ର।ଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥ। ଶିବସେନ। ସଭ।ପତି ଉଦ୍ଧବ ଠ।କରେଙ୍କ ବଡ ବୟାନ। ସେ କହିଛନ୍ତି ଯେ ସେ ନିଜ ଦଳକୁ ଆଗକୁ ବଢାଇବାକୁ ଚାହାଁନ୍ତି । କେବଳ ରାଜ୍ୟ ସ୍ଥରରେ ନୁହେଁ ବରଂ ରାଷ୍ଟ୍ରୀୟ…