ଦେଶ- ବିଦେଶ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ Oct 13, 2022 ଅଗରତାଲା: ଦୁଇ ଦିନିଆ ତ୍ରିପୁରା ଗସ୍ତର ପ୍ରଥମ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗରତାଲାର ନରସିଂଘାରଠାରେ ତ୍ରିପୁରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଜ୍ୟ ଜୁଡ଼ିସିଆଲ୍…