ଦେଶ- ବିଦେଶ ଜିତିଲା ମମତାଙ୍କ ଦଳ Mar 4, 2022 କୋଲକାତା: ମାର୍ଚ୍ଚ ୩: ତୃଣମୂଳ କଂଗ୍ରେସ ପାର୍ଟି ୨୦୨୨ ପୌର ନିର୍ବାଚନରେ ବାଜିମାତ କରିଛି। ରାଜ୍ୟର ୧୦୮ ନଗରପାଳିକା ମଧ୍ୟରୁ ୧୦୨ଟିରେ ଜିତାପଟ ହାସଲ କରିଛି। ଏଥିରୁ ୩୧ ନଗରପାଳିକାରେ କେହି ବିରୋଧୀ ମଧ୍ୟ ନାହାନ୍ତି। ଦଳର…
ରାଜନୀତି ନିଜ ସ୍ଥାନରେ ଜଣେ ମହିଳାଙ୍କୁ ଟିକେଟ୍ ଦେଲେ କଂଗ୍ରେସର ଉପସଭାପତି Jan 28, 2022 ପାଣାଜୀ: ଜାନୁଆରୀ ୨୮: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଉପସଭାପତି ଲୁଇଜିନ୍ହୋ ଫାଲେରିଓ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ଲଢ଼ିବାକୁ ତାଙ୍କୁ ଟିକେଟ୍ ମିଳିଥିଲେ ମଧ୍ୟ ସେ ଏଥିରୁ ଓହରି…
ଦେଶ- ବିଦେଶ ବଙ୍ଗାଳ ବିଜେପିକୁ ଝଟକା: ବାବୁଲ ସୁପ୍ରିୟୋ କହିଲେ ପାଞ୍ଚ ବିଧାୟକ ଛାଡ଼ି ଟିଏମସିରେ ମିଶିବେ Dec 27, 2021 କୋଲକାତା: ଡିସେମ୍ବର ୨୭: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ କଟାକ୍ଷ କରିଛନ୍ତି । ଏଥିସହିତ ବିଜେପିର ଆଉ ୫ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ଟିଏମସିରେ ମିଶିବେ ପ୍ରକାଶ କରିଛନ୍ତି । ଏନେଇ…
ଦେଶ- ବିଦେଶ ବିଜେପିକୁ ଧୂଳି ଚଟାଇବେ ମମତା: କହିଲେ ଖେଲା ହୋବେ Dec 17, 2021 ଫୁଲବ।ଗ।ନ:ଡିସେମ୍ବର ୧୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଙ୍କ ନୂଆ ବୟାନ। ସେ କହିଛନ୍ତି ଯେ ମୁଁ ଦେଖିବ।କୁ ଚ।ହୁଁଛି ୨୦୨୪ ସ।ଧ।ରଣ ନିର୍ବ।ଚନରେ ବିଜେପିର ପର।ଜୟ। ଏଥିଲ।ଗି ପୁଣି ଖେଲ। ହୋବେ ବୋଲି ସେ ଆହ୍ୱ।ନ…