ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ପରେ କାହା ପାଖରେ ରହିବେ ଦୁଇ ପୁଅ!
ଦିଲ୍ଲୀ: ଜାନୁଆରୀ ୧୮: ଦକ୍ଷିଣର ଲୋକପ୍ରିୟ ଅଭିନେତା ଧନୁଷ ଏବଂ ସୁପରଷ୍ଟାର ରଜନିକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ ବଡ଼ ପ୍ରଶ୍ନ ଉଠିଛି । ଏବେ ସେମାନଙ୍କର ଦୁଇ ପୁଅ…