ରାଜନୀତି ଟିଏମସି କର୍ମକର୍ତ୍ତାଙ୍କ ବିଭତ୍ସ କାଣ୍ଡ Mar 23, 2022 କୋଲକାତା: ମାର୍ଚ୍ଚ ୨୩: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗତରାତିରେ ଶାସକ ଟିଏମ୍ସି କର୍ମୀମାନେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ଟିଏମ୍ସିର ଜଣେ ପଞ୍ଚାୟତ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ରାମପୁରହାଟ ଅଂଚଳରେ…