ପାଣିପାଗ ଖରାରେ ସିଜୁଛି ଟିଟିଲାଗଡ Apr 2, 2022 ଭୁବନେଶ୍ୱର: ଏପ୍ରିଲ ୦୨: ଗ୍ରୀଷ୍ମ ଆରମ୍ଭରୁ ବର୍ଷୁଛି ନିଆଁ । ରାଜ୍ୟରେ ଅନେକ ସହରରେ ୪୦ ଡିଗ୍ରୀ ସେଲସିଅସ୍ ଟପିଗଲାଣି । କାଲି ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ୨୦୧୬…