ମନୋରଞ୍ଜନ ଭବିଷ୍ୟତକୁ ଦେଖାଇବ ଗଣପତ Aug 12, 2022 ଆକ୍ସନ ହିରୋ ଟାଇଗର ଶ୍ରଫ୍ ଏବେ ଇଂଲଣ୍ଡରେ ଅଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ଗଣପତର ସୁଟିଂରେ ବ୍ୟସ୍ତ ଅଛନ୍ତି । ୭୦ ଦିନ ଧରି ସୁଟିଂ ହେବାକୁ ଥିବା ତାଙ୍କ କ୍ୟାରିଅରର ଏହା ସବୁଠାରୁ ଲମ୍ବା ଫିଲ୍ମ ହୋଇଛି । ଏହା ପୂର୍ବରୁ…