ଓଡ଼ିଶା ୪୮ ଘଣ୍ଟା ମଧ୍ୟରେ ଆସୁଛି ବାତ୍ୟା, ଜରୁରୀ ବୈଠକ ଡାକିଲେ ସରକାର Oct 18, 2022 ଭୁବନେଶ୍ୱର: ଆସୁଛି ବାତ୍ୟା । ରାଜ୍ୟରେ ୪୮ ଘଣ୍ଟା ମଧ୍ୟରେ ଏହି ବିପଦ ମାଡ଼ିଆସୁଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଅପରାହ୍ନ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ…