ଦେଶ- ବିଦେଶ ମୁଲାୟମ ସିଂ ଯାଦବଙ୍କ ରାଜନୈତିକ ଜୀବନ Oct 10, 2022 ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟଂସିଙ୍ଗ ଯାଦବ ୨୨ ନଭେମ୍ବର ୧୯୩୯ ରେ ଜନ୍ମଗ୍ରହଣ କରିଥିଲେ। ସେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ନେଇଥିଲେ I ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ…