ଓଡ଼ିଶା ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ May 23, 2022 ଭୁବନେଶ୍ୱର: ମ ୨୩: ଓଡ଼ିଶା ରାଜ୍ୟ କଂଗ୍ରେସ ତା’ର ନୂଆ ସଭାପତିଙ୍କ ନାମ ଘୋଷଣା କରିଛି । ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି । ତାଙ୍କର ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ପ୍ରକାଶ ପାଇଛି ।…