୨୬/୧୧ର ମାଷ୍ଟର୍ମାଇଣ୍ଡ୍ ହାଫିଜ୍ ସଇଦ୍ର ପୁଅ ୩୨ ନମ୍ବର ଆତଙ୍କବାଦୀ ତାଲିକାରେ ସାମିଲ
ଦିଲ୍ଲୀ: ଏପ୍ରିଲ୍ ୦୯: ଭାରତର ଗୃହମନ୍ତ୍ରାଳୟ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଓ ୧୯୬୭ ଆଧାରରେ ‘ଲଶPର୍-ଏ-ତାଇବା’ର ଆତଙ୍କବାଦୀ ମହମ୍ମଦ୍ ସଇଦ୍ର ପୁଅ ହାଫିଜ୍ ତଲ୍ହା ସଇଦ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛି…