ଦେଶ- ବିଦେଶ ଭାରତର ରେଳଧାରଣା ଉଡ଼ାଇ ଦେବା ପାଇଁ ପ୍ଲାନ୍ କରୁଛି ପାକିସ୍ତାନ May 23, 2022 ଦିଲ୍ଲୀ: ମେ ୨୩: ଭାରତୀୟ ଗୁଇନ୍ଦା ବିଭାଗ ତରଫରୁ ଏକ ବଡ଼ ସୂଚନା ଆଜି ମିଳିଛି । ପଞ୍ଜାବ ଏବଂ ଏହାର ଚତୁର୍ପାଶ୍ୱସ୍ଥ ରାଜ୍ୟଗୁଡ଼ିକରେ ବିସ୍ପୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ପାକିସ୍ତାନର ‘ଇଣ୍ଟର୍-ସର୍ଭିସ୍…