ଓଡ଼ିଶା ଟାଟା ପାୱାର ଅଧିନକୁ ଗଲା ସେସୁ; ହସ୍ତାନ୍ତର ହେଲା ୫୧ ପ୍ରତିଶତ ଅଂଶଧନ Jun 1, 2020 ଭୁବନେଶ୍ୱର : ଜୁନ ୦୧ :ସୋମବାର ଠାରୁ ‘ସେସୁ’ ଟାଟା ପାୱାର କମ୍ପାନୀ ଅଧୀନକୁ ଯାଇଛି । ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁର ୫୧…