ବିଶ୍ବ ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ Sep 17, 2021 କାବୁଲ: ସେପ୍ଟେମ୍ବର ୧୭: ଆଫଗାନିସ୍ଥାନରେ ସରକାର କରିବା ପରେ ତାଲିବାନ ନିଜ ମନମୁଖୀ ଶାସନ ଚଳାଇଛି । ମହିଳାଙ୍କ ମାମଲା ସକାଶେ ଗଠନ ହୋଇଥିବା ମନ୍ତ୍ରଳଣାୟରେ ମହିଳାମାନଙ୍କୁ ବ୍ୟାନ କରିଛି ତାଲିବାନ । ଏହାସହିତ ମହିଳାଙ୍କ…