ଜୀବନଚର୍ଯ୍ୟା ଖରାଦିନରେ ପିଅନ୍ତୁ ଖଟାମିଠା ଆମ୍ବ ପଣା Apr 4, 2022 ଖରା ଦିନରେ ଆମ ଶରୀରରେ ଜଳୀୟ ଅଂଶ କମିଯାଇଥାଏ । ଫଳରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦିଶେ । ଏଥିରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପଣା କିମ୍ବା ଜୁସ୍ କରି ପିଇଥାଉ । ତେବେ ଏହି ଦିନରେ କଞ୍ଚା ଆମ୍ବ ସବୁଆଡ଼େ…