ଅଭିନେତା ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଲେ
ମୁମ୍ବାଇ : ଅଗଷ୍ଟ ୦୧: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ, ପ୍ରମାଣ ସବୁକୁ ନଷ୍ଟ କରିବା ନେଇ ସମ୍ଭାବନା ଥିବାରୁ, ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତୀ ଶନିବାର ସକାଳେ ପ୍ରଧାନମନ୍ତ୍ରୀ…