ଦେଶ- ବିଦେଶ ଦିଲ୍ଲୀ ସ୍ଥାନାନ୍ତର ହେବ ନୂପୁରଙ୍କ ସବୁ ମାମଲା: ସୁପ୍ରିମକୋର୍ଟ Aug 11, 2022 ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି । ନୂପୁର ଶର୍ମାଙ୍କ ବିରୋଧରେ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ…
ଦେଶ- ବିଦେଶ ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍: ସୁପ୍ରିମକୋର୍ଟ Jul 27, 2022 ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦୁ୍ୟତ୍-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍ ନୁହେଁ । ଏହାକୁ…
ଦେଶ- ବିଦେଶ ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି:ଗିରଫଦାରୀ ଉପରେ ରୋକ Jul 20, 2022 ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିªଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ…