ଜୀବନଚର୍ଯ୍ୟା ଗାଜର ବିଟ୍ ଜୁସ୍ Nov 25, 2021 ଶୀତ ଦିନରେ ଚର୍ମ ଶୁଷ୍କ ହେବାକୁ ଲାଗେ । ଏହାକୁ ଦେଖି ବହୁ ଲୋକ ଦାମୀ ଲୋସନ ଏବଂ କସ୍ମେଟିକ ସାମଗ୍ରୀ କିଣି ବ୍ୟବହାର କରିଥାନ୍ତି । ତେବେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଜରୁରୀ ।…