ମନୋରଞ୍ଜନ ବଲିଉଡ୍ ମୋ ଘର Aug 20, 2022 ବଲିଉଡ୍ର ବେବି ଡଲ୍ ସନି ଲିଓନି ଖୁବ୍ ଶୀଘ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ସନି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ଫିଲ୍ମର ଟାଇଟେଲ୍…