ଓଡ଼ିଶା ଏସସିବିରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ Apr 28, 2022 କଟକ: ଅପ୍ରେଲ ୨୮: ପ୍ରବଳ ଖରା କଲବଲ କରୁଛି ଲୋକଙ୍କୁ । ଏଥିରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ତଥାପି ମଧ୍ୟ କଲବଲ କରୁଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କଟକ…