ପାଣିପାଗ ଆହୁରି ଦୁଇ ଦିନ ବର୍ଷିବ ନିଆଁ Apr 29, 2022 ଭୁବନେଶ୍ୱର: ଅପ୍ରେଲ ୨୯: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ। ଖରା ଦାଉରୁ ରକ୍ଷା ପାଇବା ପାଇଁ ବାହାରକୁ ବାହାରିବା ପୂର୍ବରୁ ମୁଣ୍ଡରେ ଗାମୁଛା ଓ ହାତରେ ପାଣି ବୋତଲ ଧରି ଯିବାକୁ ପଡ଼ୁଛି। ଗୋଟିଏପଟେ…