ଯୋଗ ଦିବସରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁଙ୍କ ବାଲୁକା କଳା
ପୁରୀ: ଜୁନ୍ ୨୧: ଆଜି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଉଭୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ଉଭୟ ନିଜର କଳା…