ଓଡ଼ିଶା ୬କୋଟି ଟଙ୍କା ସହିତ ଗ୍ରୁପ୍ ‘ଏ’ ସରକାରୀ ଚାକିରି ପାଇବେ ପ୍ରମୋଦ Sep 8, 2021 ଭୁବନେଶ୍ୱର: ସେପ୍ଟେମ୍ବର ୮: ଟୋକିଓ ପାରାଅଲମ୍ପିକ୍ସରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗିଲ୍ (ଏସ୍ଏଲ୍୩)ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଭାରତ ସମେତ ଓଡ଼ିଶାର ଗୌରବ ବଢ଼ାଇ ଦେଇଛନ୍ତି । ତାଙ୍କ ଖେଳକୁ ସମ୍ମାନ…