ଭାରତର ଏହି ୧୩ ଟି ସହରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି 5G ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ : ଭାରତରେ 5G ସ୍ପେକ୍ଟ୍ରମ ର ନିଲାମୀ ସରିଛି I ଦୀର୍ଘ ୭ ଦିନ ଧରି ଚାଲିଥିଲା ଏହି ନିଲାମୀ ପ୍ରକ୍ରିୟା I ସୋମବାର ଅପରାହ୍ନ ରେ ନିଲାମ ଶେଷ ହୋଇଛି। ଏହି ମୋଟ ସ୍ପେକ୍ଟ୍ରମରେ ୧ ,୫୦ ,୧୭୩ କୋଟି ଟଙ୍କାରେ ବିକ୍ରି…