ଇସରୋ ସହାୟତରେ ପ୍ରସ୍ତୁତ ହେବ ସାଟେଲାଇଟ୍, ସୀମାରେଖା ଉପରେ ରଖିବ ନଜର
ଦିଲ୍ଲୀ: ଫେବୃଆରୀ ୧୫: ଦେଶର ସୀମାରେଖାକୁ ସୁରକ୍ଷା ରଖିବା ପାଇଁ ଗୃହ ମନ୍ତ୍ରାଳୟ ତରଫରୁ ଏକ ବଡ଼ ପ୍ରୋଜେକ୍ଟ ହେବାକୁ ଯାଉଛି । ଉକ୍ତ ପ୍ରୋଜେକ୍ଟ ଅନ୍ତର୍ଗର୍ତ ଏକ ବିଷେଶ ସାଟେଲାଇଟ୍ ବା ଉପଗ୍ରହ ନିର୍ମାଣ ହେବାକୁ ଯାଉଛି,…