ଦେଶ- ବିଦେଶ ରାହୁଲଙ୍କ ପରେ ଇଡି କାର୍ଯ୍ୟାଳୟରେ ଏବେ ସୋନିଆଙ୍କ ପାଳି Jul 12, 2022 ନୂଆଦିଲ୍ଲୀ: ଜୁଲାଇ ୧୨: ଗାନ୍ଧୀ ପରିବାର ପଛରେ ଫୁଲ ଦମରେ ଲାଗି ପଡିଛି ଇଡି । ରାହୁଲଙ୍କ ପରେ ଏବେ ସୋନିଆଙ୍କୁ ଜେରା କରିବ ଇଡି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲï ସହ ଜଡିତ ମନି…