ବିଶ୍ବ ସଲମୋନ ଦ୍ୱୀପପୁଞ୍ଜ ସହିତ ସାମରିକ ଚୁକ୍ତି ସ୍ୱାକ୍ଷର କଲା ଚୀନ୍ Apr 20, 2022 ବେଜିଙ୍ଗ : ଏପ୍ରିଲ ୨୦: ନିରାପତ୍ତା ସହଯୋଗ ଦୃଷ୍ଟିରେ ରଖି ଚୀନ୍ ଏବଂ ସଲମୋନ ଦ୍ୱୀପପୁଞ୍ଜ ମଧ୍ୟରେ ଏକ ସାମରିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏନେଇ ଚୀନ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ େୱନ୍ୱିନ୍ ସୂଚନ…