Browsing Tag

Singapore Open

ସିନ୍ଧୁଙ୍କୁ ସିଙ୍ଗାପୁର ଓପନ ଟାଇଟଲ

ସିଙ୍ଗାପୁର : ଡବଲ ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ଟ୍ରଫି ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁଙ୍କ ଚମକ ଦେଖିବାକୁ ମିଳିଛି । ସେ ଟାଇଟଲ ମୁକାବିଲାରେ…

ସିଙ୍ଗାପୁର ଓପନ: କ୍ୱାର୍ଟରରେ ସାଇନା, ସିନ୍ଧୁ, ପ୍ରଣୟ

ସିଙ୍ଗାପୁର : ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ୱାଲ ଜମାଣିଆ ବିଜୟ ସହ ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ସାଇନା ବିଶ୍ୱର ନଂ.୯ ଖେଳାଳି ଚୀନ୍‌ର ହି ବିଙ୍ଗ…

ସିଙ୍ଗାପୁର ଓପନ: ସିନ୍ଧୁ, ପ୍ରଣୟ, ମିଥୁନ, ଅସ୍ମିତା ବିଜୟୀ

ସିଙ୍ଗାପୁର : ସିଙ୍ଗାପୁର ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ବିଗୁଲ ବାଜିଛି । ଦୁଇ ନବାଗତ ଭାରତୀୟ ମିଥୁନ ମଞ୍ଜୁନାଥ ଓ ଅସ୍ମିତା ଚାଲିହା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତିଯୋଗିତାର ଦ୍ୱିତୀୟ ଦିନ…