ମନୋରଞ୍ଜନ ସିଦ୍ଧାର୍ଥଙ୍କ ଶେଷ ଇଚ୍ଛା ପୂରଣ କରିବେ ପରିବାର Nov 27, 2021 ମୁମ୍ବାଇ: ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହେବାର ୨ ମାସ ବିତିଗଲାଣି । ତାଙ୍କ ବିୟୋଗ ପରେ ଖବର ସାମ୍ନାକୁ ଆସିଥିଲା ଯେ ସେ ର୍ୟାପର୍ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ମୃତୁ୍ୟର କିଛି…