ଓଡ଼ିଶା ଓଡ଼ିଶାର ଶକ୍ତିପୀଠ Oct 1, 2022 ହିନ୍ଦୁ ଧର୍ମରେ ଶକ୍ତି ଉପାସନା ବେଶ୍ ପୁରାତନ । ଅନାଦି କାଳରୁ ଏହି ପରମ୍ପରା ଚାଲି ଆସିଛି । ପୂରାଣ ବର୍ଣ୍ଣିତ ଅନୁସାରେ ଓଡିଶାରେ ଅନେକ ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ଆବିଷ୍କାର ପଛରେ ମଧ୍ୟ ପୌରାଣିକ…