ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲ : ଇଂଲଣ୍ଡକୁ ଭାରତ ୧୬୯ ରନ୍ର ଟାର୍ଗେଟ
ଆଡିଲେଡ : ମେଲବୋର୍ଣ୍ଣ ଆଡିଲେଡ ଓଭାଲ ଗ୍ରାଉଣ୍ଡ ରେ ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ର ଦ୍ଵିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି I ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଭାରତକୁ ପ୍ରଥମେ…