ମୁଲାୟମଙ୍କ ଦଳ ସମ୍ଭାଳିବେ ବୋହୂ: ମୈନପୁରୀ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ
ଲକ୍ଷ୍ମୌ : ଚଳିତ ବର୍ଷ ନିର୍ବାଚନ ପାଇଁ ମୁଲାୟମସିଂ ଯାଦବଙ୍କ ବୋହୂ ୪୪ ବର୍ଷିୟା ଡିମ୍ପଲ ଯାଦବ ଏଥର ଦଳ ସମ୍ଭାଳିବେ । ଏଥିପାଇଁ ମୈନପୁରୀ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ଡିମ୍ପଲଙ୍କ ନାମ ଘୋଷଣା…