ଜିଲ୍ଲା ସମ୍ବଲପୁରରେ ପାଳିତ ହେଲା ସମ୍ବଲପୁରୀ ଦିନ୍ Aug 2, 2022 ସମ୍ବଲପୁର: ସୋମବାର ଅଗଷ୍ଟ ୧ ହେଉଛି ସମ୍ବଲପୁରୀ ଦିନ୍ ପାଳିତ ହୋଇଛି । ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ସବୁକିଛି ଅଟକିଯାଇଥିଲା । ଜୀବନ ଜୀବିକା ବର୍ତ୍ତମାନ ଆଉଥରେ ଦୌଡ଼ିବା ଆରମ୍ଭ କରିଛି । ଏହି ସମୟ ମଧ୍ୟରେ…