ଜୀବନଚର୍ଯ୍ୟା ଚିକେନ୍ କଟଲେଟ୍ ସାଣ୍ଡ୍ୱିଚ୍ Jun 11, 2022 ସାମଗ୍ରୀ - ୪ଟି ହାଡ଼ ନଥିବା ମାଂସ, ୨ ଚାମଚ ଦହି, ଏକ ଚାମଚ ଲଙ୍କାଗୁଣ୍ଡ, ଗୋଲ ଆକାରରେ କଟା ହୋଇଥିବା ଗୋଟିଏ ପିଆଜ ଓ ଗୋଟିଏ କାକୁଡ଼ି, ଏକ ଚାମଚ ଲେମ୍ବୁରସ, ଏକ କପ୍ ମଇଦା, ୨ଟି ଅଣ୍ଡା, ଏକ କପ୍ ପାଉଁରୁଟି ଗୁଣ୍ଡ ଏବଂ ତେଲ…