Browsing Tag

sambalpure headline

ମଦ ଚାଲାଣ କରୁଥିବା ଡ୍ରାଇଭରଠାରୁ ଜବରଦସ୍ତି ଟଙ୍କା ଛଡାଇ ନେଲା ପୋଲିସ

ସମ୍ବଲପୁର : ସମ୍ବଲପୁରରେ ଖାକିରେ ଫାଇଦା ଉଠାଉଛି ପୋଲିସ । ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ । ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ।…

ପୋଖରୀରୁ ଉଦ୍ଧାର ହୋଇଥିବା ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସମ୍ବଲପୁର : ଜୁନ୍‌ ୨୨: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।…

ଗର୍ଜିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦିବ୍ୟାର୍ଥୀ: ପୁନଃ ମୂଲ୍ୟାୟନ ଦାବୀରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସମ୍ବଲପୁର : ଯୁକ୍ତ ୩ର ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନ କରିବା ଦାବୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ଜିଲ୍ଲାର କଲେଜ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

କୁଚିଣ୍ଡା ଲଙ୍କା ଦେଶର ସର୍ବୋତ୍ତମ : ଜିଆଇ ଟ୍ୟାଗ୍‌ ପାଇଁ ଆଶା

ସମ୍ବଲପୁର : ଦେଶର ପ୍ରତିଟି ପ୍ରାନ୍ତରେ ଉତ୍ପାଦନ ହେଉଥିବା ଲଙ୍କାଠାରୁ କୁଚିଣ୍ଡାର ଲଙ୍କା ସର୍ବୋତ୍ତମ । ରାଗ ବି ଯେମିତି, ସୁଆଦ ବି ସେମିତି ନିଆରା । ଏହା ଆମେ କହୁନାହୁଁ, ବରଂ ସ୍ପାଇସ୍‌ ବୋର୍ଡ ଅଫ୍‌ କୋଚି ଏବଂ ଚେନ୍ନାଇ…

ନୂପୁର ଶର୍ମାଙ୍କ ବିବାଦୀୟ ବୟାନର ପ୍ରଭାବ: ସମ୍ବଲପୁରରେ ୧୪୪ ଧାରା ଜାରି

ସମ୍ବଲପୁର : ଜୁନ୍‌ ୧୩: ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଦେଇଥିବା ବିବାଦୀୟ ବୟାନ ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ସମ୍ବଲପୁରଠାରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ…

ସବୁଜ ମହାନଦୀ ମିସନର ଅକାଳ ମୃତ୍ୟୁ: ନା ମହାନଦୀ ଉପତ୍ୟକା ସବୁଜ ହେଲା, ନା ମିସନ ହେଲା ସଫଳ

ସମ୍ବଲପୁର : ଓଡ଼ିଶାର ଜୀବନରେଖା ମହାନଦୀ । ଏହାର ଦୁଇ ପାର୍ଶ୍ୱରେ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ସବୁଜ ବଳୟ ସୃଷ୍ଟି କରିବାକୁ ୨୦୧୮ରେ ରାଜ୍ୟ ସରକାର ‘ଗ୍ରିନ୍‌ ମହାନଦୀ ମିସନ୍‌ ହାତକୁ ନେଇଥିଲେ । ମହାନଦୀ ତଟବର୍ତ୍ତୀ…

୧୦୦ କିମି ଆର୍ଦ୍ରଭୂମିରେ ଥିବା ଅମରି ଦୁଦା ବିଗାଡ଼ୁଥିଲା ଜୈବ ବିବିଧତା, ଏବେ ଖୁସିରେ ବିଚରଣ କରୁଛନ୍ତି ତୃଣଭୋଜି

ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାରକୁ ଯୋଡ଼ୁଥିବା ବିସ୍ତୃତ ଆର୍ଦ୍ରଭୂମିରେ ବ୍ୟାପିଥିବା ଅମରି ବଣକୁ ସଫା କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି । ୭୪୩ ବର୍ଗ କିଲୋମିଟର ବ୍ୟାପିଥିବା ଏସିଆର…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ଆବାହକ ସୁନ୍ଦରଗଡ଼ର ଅଶୋକ ଦାଶ, ସହ ଆବାହକ ସମ୍ବଲପୁରର ପ୍ରମୋଦ ଦାଶ ଏବଂ…

ଭିମସାରରେ ନମୁନା ପରୀକ୍ଷା ପାଇଁ ରୋଗୀ ହଟହଟା, ଖାଲି ପଡ଼ିଛି ୨୭ ଟେକ୍‌ନିସିଆନ ପଦ

ସମ୍ବଲପୁର : ଭିମସାରକୁ ଆସୁଥିବା ରୋଗୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ର(ଆର୍‌ଡିସି) ରହିଛି । ରୋଗୀମାନେ ନଖାଇପିଇ ରକ୍ତ ନମୁନା ପରୀକ୍ଷା କେନ୍ଦ୍ରକୁ ସକାଳୁ ଆସିଲେ ବି ସକାଳ ୯ଟା ଆଗରୁ…

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା

ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍‌ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍‌ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି ।…