ଜିଲ୍ଲା ହୀରାକୁଦ ବନ୍ଧ ସୁରକ୍ଷା ନେଇ ସରକାର କେତେ ତତ୍ପର? Oct 6, 2021 ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ସହିତ ଓଡ଼ିଶାବାସୀଙ୍କ ଭାଗ୍ୟ ଆଉ ଭବିଷ୍ୟତ ବି ର୍ନିଭର କରୁଛି । ତଥାପି, ହୀରାକୁଦ ବନ୍ଧ ସୁରକ୍ଷା ନିମନ୍ତେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲେ୍ୱ ର୍ନିମାଣ ପାଇଁ ଆଗେଇ ପାରୁନି…
ଜିଲ୍ଲା ଲଘୁଚାପ ବର୍ଷାରେ ବୃଦ୍ଧି ପାଉଛି ହୀରାକୁଦ ଡ଼୍ୟାମ୍ ଜଳସ୍ତର, ଖୋଲିପାରେ ଆହୁରି ଗେଟ୍ Sep 21, 2021 ସମ୍ବଲପୁର: ସେପ୍ଟମ୍ବର ୨୧: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭବାନା ଲାଗି ରହିଛି । ସେପଟେ ରାଜ୍ୟକୁ ଡରାଇଲାଣି ଆଉ ଦୁଇଟି ଲଘୁଚାପ । କାରଣ ଆସନ୍ତା ୨୫ତାରିଖରେ…
ଓଡ଼ିଶା ଫୁଲିଛି ମହାନଦୀ : ଶନିବାର ରାତିରେ ବନ୍ୟା ! Sep 17, 2021 ସମ୍ବଲପୁର/ଭୁବନେଶ୍ୱର: ସେପ୍ଟେମ୍ବର ୧୭: ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ଜଳ ନିଷ୍କାସନ ନେଇ ୨୮ଟି ଗେଟ୍ ଖୋଲାଯାଇଥିବାରୁ ଜଳର ପ୍ରବାହ ଅଧିକ ରହିଛି । ତେଣୁ ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳ…