ଜିଲ୍ଲା ସମ୍ବଲପୁର ହାଇେୱ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୁଲିସ୍ Jul 14, 2022 ସମ୍ବଲପୁର : ହାଇେୱରେ ମାତିଛନ୍ତି ଲୁଟେରା । ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ଟଙ୍କା ଓ ଅଳଙ୍କାର । ବିରୋଧ କଲେ ଆକ୍ରମଣ ବି କରୁଛନ୍ତି । ସମ୍ବଲପୁର ସହରର ରାସ୍ତା ଏବେ ଅପରାଧୀଙ୍କ ଚରା ଭୂଇଁ ପାଲଟି ଗଲାଣି । ହାଇେୱ…
ଜିଲ୍ଲା ରୁଚିକା ଆତ୍ମହତ୍ୟା ମାମଲା: ବିଜେପି ଯୁବମୋର୍ଚ୍ଚାର ସିବିଆଇ ତଦନ୍ତ ଦାବି Jul 7, 2022 ସମ୍ବଲପୁର : ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ଅତ୍ୟନ୍ତ ପୀଡ଼ାଦାୟକ ଓ ଦୁର୍ଭାଗ୍ୟଜନକ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ…
ଜିଲ୍ଲା ତୀବ୍ରତର ହେଉଛି ହାଇକୋର୍ଟ ବେଞ୍ଚ ଦାବି ଆନ୍ଦୋଳନ Jul 4, 2022 ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ଚାଲି ଆସୁଛି । ଏହି କ୍ରମରେ ନାଗରିକ କ୍ରିୟାନୁଷ୍ଠାନ କମିଟିର ପରିଚାଳନା କମିଟିର ବୈଠକରେ ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ…
ଜିଲ୍ଲା ଅସୁରକ୍ଷିତ ଭୀମସାର୍ :ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ Jul 1, 2022 ସମ୍ବଲପୁର: ବୁର୍ଲା ଭିମସାର ହସପିଟାଲ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ହସପିଟାଲରେ ନିୟୋଜିତ ସୁରକ୍ଷା ସଂସ୍ଥା ବିଭିନ୍ନ କାରଣକୁ ନେଇ ସମାଲୋଚନାର ଶିକାର ହୋଇ ଆସୁଛି । ଅପରାଧିକ…
ଜିଲ୍ଲା ବେସରକାରୀ ଜାଗାରେ ୫୦ବର୍ଷର ସ୍କୁଲ, ଛାଡିବା ପାଇଁ ୪୦ ଲକ୍ଷର ନୋଟିସ Jun 30, 2022 ଜମନକିରା : ଜମନକିରା ବ୍ଲକ ସଦର ମହକୁମା କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ କରାଯାଇଛି । ସୂଚନଯୋଗ୍ୟ ଯେ ଜମନକିରା ସଦର ମହକୁମାରେ କଦଳୀମୁଣ୍ଡା ସରକାରୀ ଉନ୍ନତି…
ଜିଲ୍ଲା ଏଣିକି ସକାଳ ୬ଟାରୁ ରାତି ୯ଟା ସମଲେଶ୍ୱରୀ ମନ୍ଦିର ଦର୍ଶନ Jun 2, 2022 ସମ୍ବଲପୁର : ବଢିଲା ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ । ସାଧାରଣ ଦର୍ଶନ ପାଇଁ ଅନୁମତି ସମୟ ବଢିଲା । ଏଣିକି ସକାଳ ୬ଟାରୁ ରାତ୍ରି ୯ଟା ଯାଏଁ ମା’ ସମଲେଶ୍ୱରୀଙ୍କୁ ଭକ୍ତ କରିପାରିବେ ଦର୍ଶନ । ମଧ୍ୟାହ୍ନ ୧୨ଟାରୁ ୧୨.୩୦,…
ଜିଲ୍ଲା ଜମିବ ଶୀତଳଷଷ୍ଠୀ ଯାତ୍ରା: ଶୋଭାଯାତ୍ରାରେ ସାମିଲ ହେବେ ବାହାର ରାଜ୍ୟର ସାଂସ୍କୃତିକ ଦଳ May 23, 2022 ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀକୁ ଆଉ ଅଳ୍ପଦିନ ବାକି ରହିଲା । ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ବହୁ ଆଡମ୍ବରରେ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସହରର ସମସ୍ତ…
ଜିଲ୍ଲା ‘ସମଲେଇ ଯୋଜନା’ର କାମ ଖୁବ୍ଶୀଘ୍ର: ମୁଖ୍ୟ ସଚିବ May 17, 2022 ସମ୍ବଲପୁର : ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସମଲେଇ ଯୋଜନାର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବ । ହୀରାକୁଦ ଡ୍ୟାମ୍, ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଏବଂ ଡ୍ୟାମ୍ ତଳ…
ଜିଲ୍ଲା ଚାଉଳ ପାଇଁ ୫କିମି ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ May 9, 2022 ଜମନକିରା : ଚାଉଳ ପାଇଁ ୫ କିମି ସାଇକେଲ ପେଲି ପେଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ । ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଞ୍ଜାରୀ ଗ୍ରାମର ସୁବାସିନି ମାଝୀ (୨୨) । ସେ ଜଣେ ଭିନ୍ନକ୍ଷମ । ପରିବାର…
ଜିଲ୍ଲା ଶୀତଳଷଷ୍ଠୀ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ, ଶିବ-ପାର୍ବତୀଙ୍କ ମାତାପିତା ଚୟନ May 4, 2022 ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଦିନ ସମାପନ ହୋଇଛି ଶୀତଳଷଷ୍ଠୀର ଆଦ୍ୟପର୍ବ । ସମ୍ବଲପୁରରେ ଆରମ୍ଭ ହେବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରର ସମସ୍ତ ଶିବାଳୟଗୁଡ଼ିକରୁ ଥାଳ ଉଠା…