ବଢ଼ିଲା ୟୁକ୍ରେନ୍ର ସଙ୍କଟ : ନୁ୍ୟକ୍ଲିୟର୍ ଡ୍ରିଲ୍ କରି ଶକ୍ତି ପ୍ରଦର୍ଶନ କଲା ଋଷ, ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍…
ଦିଲ୍ଲୀ: ଫେବୃଆରୀ ୨୧: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଶଙ୍କା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଦୁଇ ଦେଶ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଋଷ ନିଜର ପରମାଣୁର ଭୟ ଦେଖାଇଛି । ଋଷ ଗତକାଲି…