ଦେଶ- ବିଦେଶ ଦୁଇ ଦିନିଆ ଭାରତ ଗ୍ରସ୍ତରେ ଋଷ୍ ବିଦେଶ ମନ୍ତ୍ରୀ Mar 31, 2022 ଦିଲ୍ଲୀ : ମାଚ୍ଚ ୩୧: ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାବ୍ରୋବ୍ ଆଜି ଭାରତ ଗସ୍ତରେ ଆସୁଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ସେ ଏପ୍ରିଲ ୧ ତାରିଖରେ ପର୍ଯ୍ୟନ୍ତ ଭାରତରେ ରହିବେ ।…