ୟୁକ୍ରେନ୍ରେ ଧ୍ୱସ୍ତ ହୋଇଛି ବିଶ୍ୱର ଦ୍ୱିତୀୟ ବୃହତ ‘ସରୋଗାସୀ’ ବ୍ୟବସାୟ
କିଭ୍ : ପ୍ରଥମେ କରୋନା ମହାମାରୀ ଓ ଏବେ ଯୁଦ୍ଧ ବିଶ୍ୱର ବୃହତ ‘ଭଡ଼ା ଗର୍ଭ’ ବା ‘ସରୋଗେସୀ’ ବ୍ୟବସାୟ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି । ଶହଶହ ଶିଶୁ ଏବେ ବୋମାନିରୋଧୀ ଆଶ୍ରୟ କେନ୍ଦ୍ର ପାଲଟିଥିବା ହୋଟେଲ ଓ ଅନ୍ୟ ସ୍ଥାନରେ ନିଜର…