ଜିଲ୍ଲା ପାସେଞ୍ଜରକୁ ଏକ୍ସପ୍ରେସ୍ ନାମ ଦେଇ ଭଣ୍ଡାଉଛି ରେଳବାଇ Feb 18, 2022 ସମ୍ବଲପୁର : ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍ ନାମରେ ଯାତ୍ରୀଙ୍କୁ ଭଣ୍ଡାଉଛି ରେଳ ବିଭାଗ । ପୂର୍ବରୁ ଏହି ଟ୍ରେନ ଟି ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର (୫୮୧୩୧-୫୮୧୩୨) ନାମରେ ଚାଲୁଥିଲା । ରାଉରକେଲାରୁ ପୁରୀ…