ଜିଲ୍ଲା ଜମନକିରାରେ ଥିବା ବିସ୍ମୟ ଶିଳା ବଢ଼ୁଛି May 14, 2022 ଜମନକିରା : ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ବୁଦେଳକାନି ଗ୍ରାମର ମୁଣ୍ଡାପଡାରେ ଏକ ବିସ୍ମୟ ଶିଳା ଦେଖିବାକୁ ମିଳୁଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ସେହି ଶିଳାଟି ବଢ଼ୁଛି ବୋଲି ସ୍ଥାନୀୟ…