Browsing Tag

ritual of sanatana dharma

ପାଞ୍ଚ ମହାନ ଦାନ

ହିନ୍ଦୁ ଧର୍ମରେ ଦାନର ମହ‰ ବହୁତ ରହିଛି । ଦାନ ଦେବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ପୂଣ୍ୟ ବଢିଥାଏ ବୋଲି ବିଶ୍ୱାସ ରହିଛି । ଆଜିକାଲି ଲୋକମାନେ ଦାନର ଅର୍ଥ କହିଲେ କେବଳ ଟଙ୍କା ବୋଲି ଭାବୁଛନ୍ତି । ହେଲେ ଏଭଳି କିଛି ଦାନ ଅଛି…

ପାପ ନାଶକାରୀ ତୁଳସୀ

ମଣିଷର ସମସ୍ତ ପାପକୁ ତୁଳସୀ ଗଛ ନଷ୍ଟ କରିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ । ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ଗଛକୁ ଦର୍ଶନ କରିବା…